Analyse @BJP4Odisha's tweets
@BJP4Odisha
| 193,398 followers
ବିଜେପି ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଅଧିନ ଦେଖାଳି ଗ୍ରାମର ଦଳିତ ଝିଅ ପ୍ରମୋଦିନୀ ନାୟକଙ୍କ ହତ୍ୟାରେ ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟ ମାନବାଧିକାର କମିଶନଙ୍କୁ ଦରଖାସ୍ତ ଦେଲେ । https://t.co/Hu34dgo4Tz