Analyse @dpradhanbjp's tweets
@dpradhanbjp
| 1,927,588 followers
ସଶସ୍ତ୍ର ସଂଗ୍ରାମର ମହାନାୟକ ନେତାଜୀଙ୍କ ସାହାସ, ବୀରତ୍ୱ ଓ ଆତ୍ମବଳିଦାନର ଗାଥା ଥିଲା ଅତୁଳନୀୟ । ନେତାଜୀଙ୍କ ପରାକ୍ରମ ଓ ଦେଶଭକ୍ତି ଆଜି ମଧ୍ୟ ଆମ ଯୁବପିଢିଙ୍କୁ ପ୍ରେରଣା ଦେଉଛି । ତାଙ୍କ ପବିତ୍ର ଜୟନ୍ତୀ ଅବସରରେ କୋଟିକୋଟି ପ୍ରଣାମ । #ParakramDivas https://t.co/JninRvSjsq